Mu Ferile Tumara Lyrics | Mantu Chhuria | Aseema Panda

Mu Ferile Tumara Lyrics is available here, sung by Mantu Chhuria & Aseema Panda, Lyrilcs by Puspak Parida & Music by Asad Nizam.

Mu Ferile Tumara Lyrics which you are looking for is an Ollywood romantic Dance song sung by Mantu Chhuria and Aseema Panda. The music of the song is composed by Asad Nizam. Puspak Parida has written the lyrics of Mu Ferile Tumara Song.

The music video for the song Mu Ferile Tumara was released on 4th Feb 2022 on the Amara Muzik Odia YouTube channel. Poppin Dibya has Choreographed the music video for the Song Starring Sailendra Samantray, Damini and Mohit. The music video is directed by Smruti R and produced by Nitesh Prusty.

Mu Ferile Tumara Lyrics | Mantu Chhuria | Aseema Panda

Mu Ferile Tumara Lyrics:

Dil Taku Kari Tumaku

Selling Selling Selling

Chanhile Bi Kariparuni

Saving Saving Saving


Tama Pain Re Bhul Helare

Jete Sabu Mora Anka


Baata Gharare Rahibanire

Baata Gharare Rahibanire

Ghare Jai Fresh Hei Message Kara


Mu Ferile Tumara

Mu Ferile Tumara

Mu Ferile Tumara

Mu Ferile Tumara

Tumara..Tumara…


Tama Ei Manata

Flying Flying Flying

Tama Naa Khali Otha Mo

Saying Saying Saying


Jamaa Aau Re Paru Nanhi Re

Tama Tharu Dure Rahi


Khili Khili Tuma Otha Ta

Charming Charming Charming

Tuma Chhuan Kare Dehaku

Warming Warming Warming


Param Sundari Kala Sayeri

Lekhi Base Tuma Pain


Dinner Sari..Khelibi Dhari

Hn Dinner Sari..Khelibi Dhari

Tame Deithiba Sei Teddy Bear


Mu Ferile Tumara

Mu Ferile Tumara

Mu Ferile Tumara

Mu Ferile Tumara

Tumara...


Mu Ferile Tumara

Mu Ferile Tumara

Mu Ferile Tumara

Mu Ferile Tumara

Tamara... Tamara...


ମୁଁ ଫେରିଲେ ତୁମର:

ଆଜି ପାଇଁ ଏତିକି ଥାଉ ଇସ୍କ୍ ୱିସ୍କ୍ ପ୍ୟାର୍ ବ୍ୟାପକ

ଓଭର୍ ଟାଇମ୍ ହେଇ ଗଲାଣି ସି ୟୁ ଏଗେନ୍ ୟାର୍

ହୋ ଆଜି ପାଇଁ ଏତିକି ଥାଉ ଇସ୍କ୍ ୱିସ୍କ୍ ପ୍ୟାର୍ ବ୍ୟାର୍

ଓଭର୍ ଟାଇମ୍ ହେଇ ଗଲାଣି ସି ୟୁ ଏଗେନ୍ ୟାର୍

ଲେଟ୍ ରେ ଘରେ ଏଣ୍ଟ୍ରି ମାରିଲେ

ଲେଟ୍ ରେ ଘରେ ଏଣ୍ଟ୍ରି ମାରିଲେ

କାଳେ ଫିଟିଯିବ ଜାନୁ ଆମ ଗୁମର

ମୁଁ ଫେରିଲେ ତୁମର

ମୁଁ ଫେରିଲେ ତୁମର

ହଁ ମୁଁ ଫେରିଲେ ତୁମର

ମୁଁ ଫେରିଲେ ତୁମର

ଆଜି ପାଇଁ ଏତିକି ଥାଉ କୋଲ୍ଡ୍ କଫି  ଚକୋବାର୍

ଜାନେମନ୍ ଦିଅ ମେଲାଣି ସି ୟୁ ଏଗେନ୍ ୟାର୍

କାଲି ସଂଯ ରେ ଚା ଖଟି ରେ

କାଲି ସଂଯ ରେ ଚା ଖଟି ରେ

ସିୟୋର୍ ଦେଖା ହବ ଡାର୍ଲିଂ ପୁଣି ଆମର

ମୁଁ ଫେରିଲେ ତୁମର

ମୁଁ ଫେରିଲେ ତୁମର

ହଁ ମୁଁ ଫେରିଲେ ତୁମର

ମୁଁ ଫେରିଲେ ତୁମର

ଯେବେଠାରୁ ତୁମ ପ୍ରେମରେ ଫଲିଂ ଫଲିଂ ଫଲିଂ

ଛାତିରୁ ମୋ ହାର୍ଟ ହେଇଛି ମିସିଂ  ମିସିଂ ମିସିଂ

ଆଖି ଆଖିରେ ମାର ନାହିଁ ରେ ଏମିତିକା ପ୍ରେମ ଛୁଁକ  

ଦିଲ୍ ଟାକୁ କରି ତୁମକୁ ସେୟାରିଂ ସେୟାରିଂ ସେୟାରିଂ

ଚାହିଁଲେ ବି କରି ପାରୁନି ସ୍ଲିପିଂ ସ୍ଲିପିଂ ସ୍ଲିପିଂ

ତମ ପାଇଁ ରେ ଭୁଲ୍ ରେ ଯେତେ ସବୁ ମୋର ଅଁକ

ବାଟ ଘାଟରେ ରହିବନି ରେ

ବାଟ ଘାଟରେ ରହିବନି ରେ

ଘରେ ଯାଇ ଫ୍ରେସ୍ ହେଇ ମେସେଜ କର

ମୁଁ ଫେରିଲେ ତୁମର

ମୁଁ ଫେରିଲେ ତୁମର

ହଁ ମୁଁ ଫେରିଲେ ତୁମର

ମୁଁ ଫେରିଲେ ତୁମର

ତମ ପାଇଁ ଏଇ ମନଟା ଫ୍ଲାଇଂ ଫ୍ଲାଇଂ ଫ୍ଲାଇଂ

ତମ ନା ଖାଲି ଓଠ ମୋ ସେଇଂ ସେଇଂ ସେଇଂ

ଜମା ଆଉ ରେ ପାରୁନାହିଁ ରେ ତମ ଠାରୁ ଦୁରେ ରହି

ଖିଲିଖିଲି ତୁମ ହସ ଟା ଚାର୍ମିଂ ଚାର୍ମିଂ ଚାର୍ମିଂ

ତୁମ ଛୁଆଁ କରେ ଦେହ କୁ ୱାର୍ମିଂ ୱାର୍ମିଂ ୱାର୍ମିଂ

ପରମ୍ ସୁନ୍ଦରୀ କଡା ସାୟରି

ଲେଖିବସେ ତୁମ ପାଇଁ

ଡିନର ସାରି ଖେଳିବି  ଧରି 

ହଁ ଡିନର ସାରି ଖେଳିବି  ଧରି 

ତୁମେ ଦେଇଥିବା ସେଇ ଟେଡୀ  ବିୟର

ମୁଁ ଫେରିଲେ  ଫେରିଲେ ତୁମର

ମୁଁ ଫେରିଲେ ତୁମର

ହଁ ମୁଁ ଫେରିଲେ ତୁମର

ମୁଁ ଫେରିଲେ ତୁମର ତୁମର

ମୁଁ ଫେରିଲେ ତୁମର ତୁମର

ମୁଁ ଫେରିଲେ ତୁମର ତୁମର ତୁମର ତୁମର



.......The End.......

Mu Ferile Tumara Music Video:

Credits:

Song Credits:

Mu Ferile Tumara

Singer: Mantu Chhuria & Aseema Panda

Lyricist: Puspak Parida

Music Director: Asad Nizam

Percussion: Manish Nanda 


Video Credits:

Starring: Sailendra Samantray, Damini, Mohit

Cinematography: Biswajit Kuldi

Choreographer: Poppin Dibya

Makeup: Sibani

Production Manager: Nitesh Prusty

Lights: Sanjay Lights

Art: Nabaghana Dalai

Director: Smruti R

Editor: Chikun

Lyrical Video: Nowshath Hussain

Colour Grading - Srujan Films

Publicity Design: Anshuman


author: Ranjit Dandasena


NextGen Digital... Welcome to WhatsApp chat
Howdy! How can we help you today?
Type here...