Jagannatha Tume Parambramha Lyrics (ଜଗନ୍ନାଥ ତୁମେ ପରଂବ୍ରହ୍ମ) | Namita Agrawal
Jagannatha Tume Parambramha Lyrics
"Jagannatha Tume Parambramha" is a devotional Odia bhajan dedicated to Lord Jagannath, one of the most revered deities of Odisha. Beautifully rendered by Namita Agrawal, with lyrics and music by Arabinda Muduli, the bhajan glorifies Lord Jagannath as the eternal supreme truth and the source of all creation. Its spiritually uplifting message and soulful melody have made it a favorite among devotees across Odisha and beyond.
🎵 Song Overview
| Song | Jagannatha Tume Parambramha |
| Singer | Namita Agrawal |
| Lyrics | Arabinda Muduli |
| Music | Arabinda Muduli |
| Album | Jagannatha Tume Parambramha |
| Album No. | SM-3992 |
| Genre | Devotional Bhajan |
| Music Label | Sidharth Music |
📜 Jagannatha Tume Parambramha Lyrics
ଜଗନ୍ନାଥ ତୁମେ ପରଂବ୍ରହ୍ମ
ଯୁଗେ ଯୁଗେ ସତ୍ୟ ସନାତନ
ଜଗନ୍ନାଥ ତୁମେ ପରଂବ୍ରହ୍ମ
ଯୁଗେ ଯୁଗେ ସତ୍ୟ ସନାତନ
ଭକତ ବତ୍ସଳ, ତୁମେ ଭଗବାନ
ପୁରାଣ ପ୍ରସିଦ୍ଧ ସର୍ବୋତ୍ତମ
ତୁମେ ରାମ, ତୁମେ ଶ୍ୟାମ ତୁମେ ନାରାୟଣ
ତୁମେ ଗୀତା, ଭାଗବତ ତୁମେ ପାରାୟଣ
ଜଗନ୍ନାଥ ତୁମେ ପରଂବ୍ରହ୍ମ
ଯୁଗେ ଯୁଗେ ସତ୍ୟ ସନାତନ
ନିଜେ ହିଁ ନିଜର ସ୍ରଷ୍ଠା ମହାପ୍ରଭୁ
ନିଜେ ନିଜର ତୁଳନା....
ଅବର୍ଣ୍ଣନୀୟ ହେ ଅନନ୍ତ ଅସୀମ
କେ କରି ପାରେ କଳନା
ତୁମେ ନିରାକାର ତୁମେ ଅଣାକାର
କୋଟି କାମଜିଣି ଅନୁପମ
ତୁମେ ରାମ, ତୁମେ ଶ୍ୟାମ ତୁମେ ନାରାୟଣ
ତୁମେ ଗୀତା, ଭାଗବତ ତୁମେ ପାରାୟଣ
ଜଗନ୍ନାଥ ତୁମେ ପରଂବ୍ରହ୍ମ
ଯୁଗେ ଯୁଗେ ସତ୍ୟ ସନାତନ
ତୁମେ ମାତା ତୁମେ ପିତା ମହାପ୍ରଭୁ
ତୁମେ ବନ୍ଧୁ ତୁମେ ସଖା..
ସପତ ବ୍ରହ୍ମାଣ୍ଡ ଜନକ ବୋଲାଇ
କରୁ ଅଛ ସୃଷ୍ଟି ରକ୍ଷା
ତୁମେ ଦିନ ବନ୍ଧୁ, ତୁମେ ଭାବସିନ୍ଧୁ
ତୁମେ ଭକତର ପ୍ରିୟତମ
ତୁମେ ରାମ, ତୁମେ ଶ୍ୟାମ ତୁମେ ନାରାୟଣ
ତୁମେ ଗୀତା, ଭାଗବତ ତୁମେ ପାରାୟଣ
ଜଗନ୍ନାଥ ତୁମେ ପରଂବ୍ରହ୍ମ
ଯୁଗେ ଯୁଗେ ସତ୍ୟ ସନାତନ
ଧ୍ରୁବ କୁମର'କୁ ଦରଶନ
ଦେଲ ତା ଭକ୍ତିରେ ପ୍ରୀତ ହୋଇ...
ତପସ୍ୟା ରେ ତାର ସନ୍ତୁଷ୍ଟ ହୋଇଲ
ଆହେ ବ୍ରହ୍ମାଣ୍ଡ ଗୋସାଇଁ
ନକ୍ଷେତ୍ର ମଣ୍ଡଳେ ଶ୍ରେଷ୍ଠ ବୋଲାଇଲେ
ଚିର ଅମର ସେ ଭାଗ୍ୟବାନ
ତୁମେ ରାମ, ତୁମେ ଶ୍ୟାମ ତୁମେ ନାରାୟଣ
ତୁମେ ଗୀତା, ଭାଗବତ ତୁମେ ପାରାୟଣ
ଜଗନ୍ନାଥ ତୁମେ ପରଂବ୍ରହ୍ମ
ଯୁଗେ ଯୁଗେ ସତ୍ୟ ସନାତନ
କେଉଁ ନାମ ଧରି ଡାକିବି ତୁମକୁ
ତୁମର ତ ସର୍ବ ନାମ...
କି ଦେଇ ପୂଜିବି ତୁମକୁ ଠାକୁର
ସବୁ'ତ ତୁମ ସୃଜନ \
ହୃଦୟ କୋମଳ, କଲି ସମର୍ପଣ
ପୟରେ ତୁମର ଦିଅ ସ୍ଥାନ
ତୁମେ ରାମ, ତୁମେ ଶ୍ୟାମ ତୁମେ ନାରାୟଣ
ତୁମେ ଗୀତା, ଭାଗବତ ତୁମେ ପାରାୟଣ
ଜଗନ୍ନାଥ ତୁମେ ପରଂବ୍ରହ୍ମ
ଯୁଗେ ଯୁଗେ ସତ୍ୟ ସନାତନ
ଜଗନ୍ନାଥ ତୁମେ ପରଂବ୍ରହ୍ମ
ଯୁଗେ ଯୁଗେ ସତ୍ୟ ସନାତନ
ଭକତ ବତ୍ସଳ, ତୁମେ ଭଗବାନ
ପୁରାଣ ପ୍ରସିଦ୍ଧ ସର୍ବୋତ୍ତମ
ତୁମେ ରାମ, ତୁମେ ଶ୍ୟାମ ତୁମେ ନାରାୟଣ
ତୁମେ ଗୀତା, ଭାଗବତ ତୁମେ ପାରାୟଣ
▶ Watch Official Video
About the Song
"Jagannatha Tume Parambramha" is a spiritually uplifting Odia bhajan that glorifies Lord Jagannath as the supreme creator, protector, and eternal truth. Through deeply meaningful lyrics, the song presents Jagannath as the embodiment of Lord Rama, Lord Krishna, and Narayana while emphasizing His boundless compassion for devotees.
The devotional composition combines traditional Odia bhajan melodies with profound spiritual philosophy, creating an immersive experience of faith and surrender. Its popularity continues to grow among Jagannath devotees, especially during Rath Yatra celebrations, temple festivals, and daily worship sessions.
"Jagannatha Tume Parambramha reminds devotees that the Lord is both the creator and the ultimate refuge of all existence."
Credits
🎤 Namita Agrawal
One of Odisha's most celebrated playback and devotional singers, known for thousands of bhajans and film songs. Her Jagannath bhajans remain beloved by devotees worldwide.
✍ Arabinda Muduli
Respected Odia bhajan singer, lyricist, and composer whose devotional creations continue to inspire generations of Jagannath devotees.
🎼 Music Direction
Arabinda Muduli beautifully blended traditional Odia devotional music with meaningful spiritual poetry to create a timeless bhajan.
❓ Frequently Asked Questions
Who sang "Jagannatha Tume Parambramha"?
The song was sung by Namita Agrawal.
Who wrote the lyrics?
The lyrics were written by Arabinda Muduli.
Who composed the music?
The music was composed by Arabinda Muduli.
What is the genre of the song?
It is an Odia devotional bhajan dedicated to Lord Jagannath.
Which music label released the song?
The song was released under Sidharth Music.
🎶 More Jagannath Bhajans You May Like
- Ahe Nila Saila
- Bhaja Mana Jagannatha Nama
- Kalia Re Mana Mohana
- Bada Danda Dhuli
- Jagannatha Swami Nayana Patha Gami
- He Chakadola
- To Badapana Ku Dhik
- Jaya Jagannatha
🙏 Final Thoughts
With its profound lyrics, soulful melody, and heartfelt rendition by Namita Agrawal, "Jagannatha Tume Parambramha" stands as one of the most cherished Jagannath bhajans in Odia devotional music. It continues to inspire faith, devotion, and spiritual connection among listeners across generations.

Join the conversation